The Rhythm Eternal - Manindra Kumar Meher

Black Eagle Books · ENSTK

The Rhythm Eternal - Manindra Kumar Meher

EAN: 9781645603214

Preț la libris.ro

115,73 RON

Vezi oferta la libris.ro

Compară ofertele (1)

libris.ro

in stock

115,73 RON

La magazin

Prețurile sunt preluate automat din feed-urile magazinelor și pot diferi față de site-ul magazinului. Verifică prețul final la magazin.

Descriere The Rhythm Eternal - Manindra Kumar Meher

Meher, Manindra Kumar: - ସମ୍ପ୍ରତି ଓଡ଼ିଆ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ନୂତନ ଧାରାର ପ୍ରବର୍ତ୍ତକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର (ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର) ପାଣ୍ଡିତ୍ୟ ପ୍ରଦର୍ଶନର ପ୍ରଲୋଭନରୁ ସମ୍ପୂର୍ଣ୍ଣ ମୁକ୍ତ ଏକ ନମନୀୟ ସତ୍ତା । ଜଟିଳତାର ଜାଲରୁ ପାଠକକୁ ଉତ୍ତୀର୍ଣ୍ଣ କରାଇ କବି-ଆତ୍ମା ସହ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପନ କରିଦେବାରେ ଅତୁଳନୀୟ ତାଙ୍କ ଆନ୍ତରିକତା । ତାଙ୍କ ଜନ୍ମସ୍ଥାନ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ । ଆଉ ଏବେ ସେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର । ବିଶ୍ୱକବିଙ୍କ କବିତାରେ ଝଙ୍କୃତ ତାଙ୍କ ପ୍ରାଣତନ୍ତ୍ରୀ । ଏ ପୃଥିବୀର ସମସ୍ତ ମହାନ ସାହିତ୍ୟଶିଳ୍ପୀଙ୍କ ଉତ୍ତର ଦାୟାଦ ବୋଲି ନମ୍ରତାର ସହିତ ଅନୁଭବ କରିବା ଓ ଉତ୍ତର ଦାୟିତ୍ୱ ସମ୍ପାଦନାରେ ନିଜକୁ ଉତ୍ସର୍ଗ କରିବା ହିଁ ତାଙ୍କ ବ୍ୟକ୍ତିତ୍ୱର ଅସାମାନ୍ୟ ସୌନ୍ଦର୍ଯ୍ୟ ।

Detalii

Brand
Black Eagle Books
Categorie
ENSTK
EAN / GTIN
9781645603214
Magazine
1
Disponibilitate
in stock

Produse similare