Apadebata - Manoranjan Sahoo

Black Eagle Books · ENSTK

Apadebata - Manoranjan Sahoo

EAN: 9781645605331

Preț la libris.ro

115,73 RON

Vezi oferta la libris.ro

Compară ofertele (1)

libris.ro

in stock

115,73 RON

La magazin

Prețurile sunt preluate automat din feed-urile magazinelor și pot diferi față de site-ul magazinului. Verifică prețul final la magazin.

Descriere Apadebata - Manoranjan Sahoo

କବିସତ୍ତା ଓ ପାଠକୀୟ ସତ୍ତା ମଧ୍ୟରେ ରହି ଆସିଥିବା ବିତର୍କିତ ବ୍ୟବଧାନକୁ ସଂକୁଚିତ କରିଦିଏ ସଂକଳନର ପ୍ରତିଟି କବିତା । କବିତା କହିଯାଏ ନିଜ କଥା । ସୂକ୍ଷ୍ମଭାବ ତଥା ସଂକ୍ଷିପ୍ତ ପରିସର ମଧ୍ୟରେ କଥାବସ୍ତୁର ବ୍ୟାପ୍ତି, ସଘନ ଚିତ୍ରକଳ୍ପ, ଶବ୍ଦର ସୁଦକ୍ଷ ବ୍ୟବହାର ଓ ମାଟିପାଣିର ବାସ୍ନା କବିତାଗୁଡିକକୁ ରସୋତ୍ତୀର୍ଣ୍ଣ କରିଛି । ଜୀବନ ଆଉ ସମାଜ ସହିତ କବିଙ୍କର ଅନ୍ତରଂଗ ସଂପର୍କ ଓ ମୂଲ୍ୟବୋଧର ଅବକ୍ଷୟ ପ୍ରତି ତୀର୍ଯ୍ୟକ ଦୃଷ୍ଟିପାତରେ ସମସ୍ତ କବିତା ସମୃଦ୍ଧ । ପ୍ରତ୍ୟେକଟି ଶ୍ରୀଯୁକ୍ତ ସାହୁଙ୍କ ସୂକ୍ଷ୍ମାନୁଭୂତିର ଗୋଟିଏ ଗୋଟିଏ ସାର୍ଥକ ଅଭିବ୍ୟକ୍ତି । ଆଶା,ଏହା ସାମଗ୍ରିକ ଭାବେ ପାଠକୀୟ ଆଦର ଲାଭ କରିବ । ସଂପାଦକ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ କେନ୍ଦ୍ରାପଡ଼ା, ଓଡ଼ିଶା

Detalii

Brand
Black Eagle Books
Categorie
ENSTK
EAN / GTIN
9781645605331
Magazine
1
Disponibilitate
in stock

Produse similare